ବାଣ ବିସ୍ଫୋରଣରେ ଗଳିପଡ଼ିଲା ଘରର ଛାତ : ଦୁଇ ବଖରା କୋଠା ଘର ଧ୍ୱଂସ, ଜଣେ ଗୁରୁତର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତ ଦକ୍ଷିଣସାହି ଗ୍ରାମରେ ରବିବାର ଦିନ ୨ଟା ସମୟରେ ବାଣ ବିସ୍ଫୋରଣ ଘଟି ଦୁଇ ବଖରା କୋଠା ଘର ସମ୍ପୂର୍ଣ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣରେ ବିଷ୍ଣୁ ମୋହନ ସାହୁ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ଅନୁସାରେ ବିଷ୍ଣୁ ମୋହନ ସାହୁଙ୍କ ଘରେ ଅଚାନକ ବହୁତ ଜୋରରେ ବିସ୍ଫୋରଣ ଘଟିଥିଲ। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ … Continue reading ବାଣ ବିସ୍ଫୋରଣରେ ଗଳିପଡ଼ିଲା ଘରର ଛାତ : ଦୁଇ ବଖରା କୋଠା ଘର ଧ୍ୱଂସ, ଜଣେ ଗୁରୁତର